ଭାଲୁ ଓ ମଣିଷ Poem by Gajanan Mishra

Gajanan Mishra

Gajanan Mishra

Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Gajanan Mishra
Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India

ଭାଲୁ ଓ ମଣିଷ

Rating: 5.0

ଭାଲୁ ଓ ମଣିଷ
ଗଜାନନ ମିଶ୍ର

ବହୁତ ଦୁଃଖ ପାଇଲ
ରାତିସାରା ଅନିଦ୍ରା ହୋଇ
ଗଛ ଉପରେ ଜଗି ରହିଲ
ଆଉ ମୁଁ ଶୋଇଥିଲି ନିଶ୍ଚିନ୍ତରେ।
ଏବେ ଏ ସକାଳେ ତଳେ କେତେଲୋକ
ହଇହଲ୍ଲାରେ ଫାଟି ପଡୁଛି ଭୂମଣ୍ଡଳ।
ଭାବୁଛ, କହନ୍ତି ସଭିଙ୍କୁ ଇଏ ସାଙ୍ଗ,
ଭାବ ନି କେହି ୟାଦେଇ ହେବ କ୍ଷତି।
ଆଉ ତମେ ଶୋଇଛ ମୋ ଉପରେ ଭରସା ରଖି।
କଣ କରିବି? ସାଇ ଭାଇ ବନ୍ଧୁପରିଜନ କଥାରେ
ଠେଲିବି ତୁମକୁ ତଳକୁ ଆଉ ସେମାନେ
ଠେଙ୍ଗା ବାଡି ଖଣ୍ଡାରେ କାଟି ହାଣି ଶେଷ କରିବେ ତୁମକୁ!
କାହିଁ? ଗତ ସଂଧ୍ୟାରେ ତୁମର ଦଳ ଆସିଥିଲେ ସବୁ
ସମସ୍ତଙ୍କୁ ବୁଝେଇସୁଝେଇ ବିଦା କରିଥିଲ ତୁମେ
ଆଉ ମତେ ଆଣିଥିଲ ଚଢାଇ ଏତେ ଉପରକୁ।
ଏବେ ମୁଁ କଣ ଧୋକା ଦେବି ସକାଳକୁ?

ଭାଲୁ ଓ ମଣିଷ
Thursday, December 13, 2018
Topic(s) of this poem: bear,men
POET'S NOTES ABOUT THE POEM
Written in odia language, odia is the official language of odisha, india.It is about the friendship of a man and a bear in the jungle. Tolerate men, all creatures have right to live on this earth.
COMMENTS OF THE POEM
READ THIS POEM IN OTHER LANGUAGES
Gajanan Mishra

Gajanan Mishra

Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Gajanan Mishra
Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Close
Error Success