ପିଟାପଡାର ପରସନ Poem by Gajanan Mishra

Gajanan Mishra

Gajanan Mishra

Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Gajanan Mishra
Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India

ପିଟାପଡାର ପରସନ

Rating: 5.0

ଜାନିଛ?
ପିଟାପଡାର ପରସନକେ!
ଜଦରବି ଜାନିଛ
କେନ୍ତା ଜାନିଛ?

ନେଇଁ କହେଁ
ହେଟା ଚୋରଟେ
ନେଇଁ କହେଁ
ଦଗାଦାରଟେ
ନେଇଁ କହେଁ
ଦିନଭର ବାଁକେଲଡେମେ
ପକଉଥିସି ଜାଲ
ଝୁରି କଁକଡା ମାଛ
ଧରସି କେତେ
ବିକସି କେତେ
ନେଇଁ ଜାନିପାରନ କିହେ!
ସମିଆ ପାଏଲେ
ଇ ବାରିର କାଁକେର
ସେ ବାରିର କରଲା କୁସେର
କୁକରାଚିମରା ଛେଲମେଢା
ଟଁଗିଆ ରଫା ତାର୍
ଜାହା ଜେନଟା ଜେନୁ ପାଏଲା
ନେଇକରି ଘରେ ଭରଲା
ନେଇସେ ହେନ୍ତା!

ଡଁଗରବୁଢା ସାଖି
କୁଲିହା କୁକୁର ମାକଡ ସାଖି
ସାଗୁନଗଛର ପତର ସତ୍ ସତ୍ କହେସି
ଡାଲ ଗଛ ଚୋରସବୁ ଠୋଲ ଇନ
ସଜଦେଖି ଲଗାବାରକାଜେ ଫାସି।
ପଚରନେଇଁ ପରସନ ବିସେଥି
ଜେନ ଜେନଟା ଜେନ୍ତା ପାରୁଛ
କରବାରଅଛେ ତ କର
କହେବାର ନେଇଁ ନ କିଛୁ
ଗୁନ୍ଦଲାଗୁପା ସବୁ ଇନ
ଆରୁ ହେତାର ଫାଏଦା ଉଠାବାରକାଜେ
ଘାଟ ଜଗିଥିସି ପରସନ।

ପରସନର ମା ବୁଆ ଭାଏ ବହେନ
ସଭେ ଅଛନ କି ନେଇଁ ଅଛନ
ହେସବୁ ପଚରାବାର ନେଇଁ ନ
ଅଛେ କାଣା କେନ୍ତା ହଉଛେ
ନିଘା କରି ନିଜରଠାନେ ଖୁଦ
ରହିଜାନଲେ ହେଟା ହେଲା ନ!

ତପୋବନ, ଟିଟିଲାଗଡ, ବଲାଙ୍ଗୀର
12/03/2020

Wednesday, March 11, 2020
Topic(s) of this poem: life
POET'S NOTES ABOUT THE POEM
Language - kosli, script - brahmi
About life
COMMENTS OF THE POEM
READ THIS POEM IN OTHER LANGUAGES
Gajanan Mishra

Gajanan Mishra

Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Gajanan Mishra
Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Close
Error Success