ଲୁଣି ନ ଲାଗିଲେ
ସେ କି ଲୁଣ?
ଏହି ଏକ
ବହୁଭାବରେ
ବିଭକ୍ତ,
ଓ ଆମେ
ବିରକ୍ତ।
ଜୀବିତ ସଭିଏଁ
ଯେ ବଢିବେ
ବଦଳିବେ
ଭଲମନ୍ଦ ବାରିବେ
ଏମିତି ନୁହଁ,
ଆହୁରି ଦରକାର
ଆତ୍ମନିରୀକ୍ଷଣ ।
This poem has not been translated into any other language yet.
I would like to translate this poem