କେନ୍ତା ବଲୁଛୁ
ଏକଲାରେ ବୁଆ?
ହେ ପବନ ଅଛେ କି
ନେଇଁ ତୋର ସଁଗେ!
ତମର ହେ ଡେବରିଆର ଆଁଟେ
ଥିଲା ଜେ ହେ
କ ଗଛ ଆରୁ ନେଇଁ ନ କେଁ!
ବାଟ ଫିଟଲାନ ପରେ ବୋ
ବାଁଜି ବୁଟା ନିକେ!
ହେଟା ତ ହେନ,
କଲେ ଗୁଟେ ଇସ୍କୁଲ
ଜମବା ନେଇଁ କେଁ ସମିଆ!
ନେଇଁ ହ ବନା,
ନେଇଁ ଘବରା ।
This poem has not been translated into any other language yet.
I would like to translate this poem