ଏକତ୍ର ମନା Poem by Gajanan Mishra

Gajanan Mishra

Gajanan Mishra

Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Gajanan Mishra
Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India

ଏକତ୍ର ମନା

Rating: 5.0

ନାରେ ନା
ଗଜାନନ ମିଶ୍ର

ଆରେ ନା ରେ ନା
କୋକୁଆକୁ କୁହ ନା କରୋନା!
ଉଭୟଟା ଅବଶ୍ୟ ସତ୍ୟ
ଜୀବନପରି ମୃତ୍ୟୁପରି
ଦିନପରି ରାତିପରି
ଫୁଲପରି ଆଉ ଆଉ
ଖୋଦ ସମୟପରି।

କୋଡାଖୋସା କରି ଦେଖ
ନାକାବନ୍ଦୀ ହଟେ କେମିତି
ଦେଖରେ ଦେଖ ଅଯୁଗ୍ମରେ
ଯୁଗ୍ମ ଆଉ ଯୁଗ୍ମରେ ଅଯୁଗ୍ମ।
ହିସାବ କରି କୁହ କୁଉଟା
ବନ୍ଦ ଆଉ କୁଉଟା ଖୋଲା।

ଆରେ ଆରେ କୋଉ ରୋଗରେ
ଆକ୍ରାନ୍ତରେ ତୁମେ ଆମେ ଜାଣୁ ନା।
କେମିତି କାହା ସହିତ ଲିଙ୍କ ରଖି
କିଏ କୋଉଠି ହେଉଛି ଅଟକ!
ଏକତ୍ର ଏକତ୍ର ସବୁ ମନା।

ତପୋବନ, ଟିଟିଲାଗଡ, ବଲାଙ୍ଗୀର
20/03/2020

Friday, March 20, 2020
Topic(s) of this poem: life
COMMENTS OF THE POEM
READ THIS POEM IN OTHER LANGUAGES
Gajanan Mishra

Gajanan Mishra

Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Gajanan Mishra
Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Close
Error Success