ବୁଝିଲେ ହେଲା
ନ ହେଲେ ଗଲା।
କୋଉଠୁ କିଏ ବାହାରିଲା
କିଏ ଜାଣିଲା!
ବହୁତ ରିସ୍ତା ଆଉ ରାସ୍ତା
ପବନ ପାଣି ଦେବତା।
କ୍ରିୟାକର୍ମ ଆଦାନପ୍ରଦାନ
ସଂପର୍କ ସଙ୍ଗେ ଭ୍ରମ।
ହେଉ ନ ହେଉ
ଭାଙ୍ଗି ଦେଖାଅ ବରଫଳକୁ।
ଗୋଡିମାଟି ଶୁଦ୍ଧବୁଦ୍ଧ
ଗଲା ଗଲାବେଳକୁ ପଚାର।
This poem has not been translated into any other language yet.
I would like to translate this poem