ଦୋଷାନୁସାରେ ପାଇ ଦଣ୍ଡ,
ତା ଅପରାଧ ହୁଏ ଖଣ୍ଡ।
ଯେ ସ୍ୱାମୀ ଭୃତ୍ୟେ ନ ଦଣ୍ଡନ୍ତି,
କପଟଭାବ ତାଙ୍କ ମତି-ଅତିବଡି ଜଗନାନାଥ ଦାସ ।
ଆଇନ ଅମାନ୍ୟକୁ ଦଣ୍ଡ
ନିହାତି ଆବଶ୍ୟକ।
ବୁଝିବା ହୁଅନ୍ତୁ
ଗଣତାନ୍ତ୍ରିକ ସରକାର।
This poem has not been translated into any other language yet.
I would like to translate this poem