1
ପାରୁ ନି, କ୍ଷମାକର,
ଲେଖି କବିତା, କରୋନା,
ତୁମକୁ ନେଇ।
2
ତୁମ ପାଇଁ କରୋନା
ସ୍ପେସିଏଲ ପେକେଜ
ବଂଚିବାକୁ।
3
ଯେତେ ହେଲେ ବି
ଅନ୍ଧାର, ଅଛି
ଏଇଠି ଆଲୁଅ ପଥ।
This poem has not been translated into any other language yet.
I would like to translate this poem