ଝୁମଝୁମି ଝୁମକା
ଆରୁ ପାଏମି କେନୁରେ ନାତେନ୍?
ବଉଁଶ ବୁଟା ଆରୁ ଅଛେ କେଁ?
ହିଟର ଗେସଚୁଲା ଇଣ୍ଡକସନ ହେଲାଦିନୁ
ବଉଁଶର ନଲାରେ ଫୁକୁବାର ନେଇଁ ନ କାହାକେ।
ଧୁକନି ଅଛେ ହୋ କେନ କେନ୍ତା।
ହେଣୁଆ ଶୁଖାଝୁରି ବେସରବଟାତୁନ୍ ଲାଗସି ଅଏନ୍।
ହେଣୁଆ କର୍ଡି ଭି ନେଇଁ ମିଲବାର ଦିନୁଦିନକେ।
ବୁଝଲୁ କେଁ ନାତେନ୍? ଘୁର୍ଣିଗାଡିଥି ଜେଇଥିଲୁଁ ବରାତି
ଖାଲଖମନ ଡେଗିକରି।
ଲୁଦର ଲୁଦର ଜିନିଷ,
କୁଡଁଲି ଭୁଗା ଭର୍ତି ଲିଆ ଭୁଜା ଖଜା।
ଚାଂଘରି ପର୍ଲା କେତେ ଦେଖବୁ
ଚାଲନିଥି ଚଲେଇକରି ମୁଗ ବିରି ବିରହି କୁଲୁଥ ରାହାଡ
ଚଲେଇ କରି ଖଡକାରେ ଭଜା ହେଇକରି ପରସିଦେଲେ
କେଁ ସୁଆଦ।
ଖେଲବାରକାଜେ କୁଲେଇ ଆନି ଦେବାରକେ ମନ ହଉଛେ
ହେଲେ କାଁ କରବୁ ନେଇଁ ମିଲବାର ନ ଆରୁ
କେହେନସିଠାନେ।
beautiful and well-attempted resuscitation of a dialect so rich in phonetics.it is an instant success.
This poem has not been translated into any other language yet.
I would like to translate this poem
generation gaps, destruction of natural life