ବହୁତ ଦିନରୁ
ଗଲାଣି ବଦଳି
ତିନିକୋଣିଆ ଛକ।
ବହୁତ ଦିନରୁ
ଗଲାଣି ହଜି
ଚିଠି ସହିତ ଠିକଣା।
ଥଣ୍ଡା ହେଉ କି ଗରମ
ସବୁଠୁ ଆଗରେ ପ୍ରେମ।
ପାଣି ଆଉ ପବନ ଉଭୟେ
ଜୀବନ ପାଇଁ ଏବେ ଭୁଲି
ସବୁ ସବୁ ସଂକ୍ରମଣ ।
ସୂଚନା ଅନୁଯାୟୀ
ପଂଜିକରଣ ଜରୁରୀ
ଦୂରେଇଦେବାକୁ ମହାମାରୀ ।
ଅତ୍ୟାବଶ୍ୟକ ହେଉଛି
ଘର ଭିତରେ ରହିବା
କ୍ୱାରେନଟାଇନରେ।
This poem has not been translated into any other language yet.
I would like to translate this poem