ସାପଫଣାର ଆଶ୍ରାରେ ମୁଁ।
ମୋଠି ଖାଲି ମରିଚିକାର ହାୱା
ବେକୂଳରେ ବିକଳରେ ମୁଁ କଟାଉଛି ଦିନରାତି।
ଖୋଜି ଖୋଜି ଶ୍ଳୋକ ଜୀବନର
ମୁଁ ଅଛି ଏଠି କୋହରେ କୁହୁଡିରେ।
ବାଟ ହଜୁଛି କେମିତି ନାହିଁ ଜଣା ମତେ।
ଲଟକିଛି ତ କଂଟାବାଡରେ ମୁଁ।
This poem has not been translated into any other language yet.
I would like to translate this poem