ବିଶ୍ୱାସର କଥା,
ଜୀବନର କଥା।
ଜୀବନ ତ ସେଇଠି
ଯୋଉଠି ବିଶ୍ୱାସ।
ବିଶ୍ୱାସକୁ ନିଅ ପବନ
ଆଉ ପବନକୁ ଦେଖ
ଖେଳୁଛି ପାଣି ସହିତ
ଖୋଲା ମନରେ।
ବିଶ୍ୱାସ ତୁଟିଲେ ଥରେ
କିଏ ଆଉ କାହାର ହୋଇ ରହେ?
ଆଉ ବିଶ୍ୱାସ ଥାଏ
କୋଉଠି କେତେବେଳେ?
ବିଶ୍ୱାସ ହଲେ
ଜୀବନ ଦୋହଲେ।
This poem has not been translated into any other language yet.
I would like to translate this poem
: Life is all about trust.