ହେଲା ନାହିଁ ଯେବେ ଲେଖି କବିତା
ଜାଣିଲି ମୃତ୍ୟୁ ଆସିଗଲା,
ସକାଳର ସନ୍ଦେଶ ଦେବାକୁ କାଉ ନ ଥିଲା,
ଟୁକୁରା ଟୁକୁରା ହୋଇ ଦର୍ପଣ ଭାଙ୍ଗି ଥିଲା,
ଆକାଶ କହିଲା ଛାଡ ତା କଥା ଝିଅ ପିଲା।
This poem has not been translated into any other language yet.
I would like to translate this poem