ଭାଷା, ରାଜ୍ଯ ଓ ଆମେ Poem by Gajanan Mishra

Gajanan Mishra

Gajanan Mishra

Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Gajanan Mishra
Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India

ଭାଷା, ରାଜ୍ଯ ଓ ଆମେ

1
ଯିଏ ରହିବ ଓଡିଶାରେ,
କାମ କରିବ ଏଠା ଲୋକଙ୍କ ପାଇଁ,
ସମ୍ୱିଧାନ ସ୍ୱୀକୃତ ରାଜ୍ୟ ସରକାରୀ ଭାଷା
ବ୍ୟବହାର କରିବା ଜରୁରୀ,
ଓଡିଶା କାହାରି ଉପନିବେଶବାଦ ନୁହଁ ।

2

ଯୋଉ ଜାଗାକୁ ଯିବା ସେଇ ଜାଗାର
ଭାଷା ଶିଖିବା କଥା କି ନୁହଁ?
ନା ନିଜ ଭାଷା ଜୋର ଜବରଦସ୍ତି
ସେଠାକାର ଲୋକଙ୍କ ଉପରେ ଲଦିଦେବା!

3
ମାଟିର ଭାଷା ବ୍ୟବହାର କର କହିବା
କଣ ଦିବା ସ୍ୱପ୍ନ ଦେଖାଇବା?
ଜନଗଣର ପ୍ରତିନିଧି ଅର୍ଥ କଣ
କେତେ ମାତ୍ରାରେ ଜନଗଣଙ୍କୁ
ଶୋଷି ପାରିବା?

ତପୋବନ, ଟିଟିଲାଗଡ, ବଲାଙ୍ଗିର
5/9/2019

POET'S NOTES ABOUT THE POEM
Language - odia, script - brahmi
COMMENTS OF THE POEM
Gajanan Mishra 05 September 2019

Language, land and life

0 0 Reply
READ THIS POEM IN OTHER LANGUAGES
Gajanan Mishra

Gajanan Mishra

Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Gajanan Mishra
Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Close
Error Success