ଉଚ୍ଚରୁ ଉଚ୍ଚ, ଉଚ୍ଚ
ତଳରୁ ତଳ, ତଳ
ନୁହଁକି ଗୋଟିଏ
ସରଳରେଖା!
ଗୁଣ ରୂପରସାଦି
ବ୍ୟାପ୍ତ, ପରିବର୍ଦ୍ଧିତ ।
ଆଦିଅନ୍ତମଧ୍ୟ ଖୋଜ ନା,
ସ୍ୱରୂପ କଳନା।
ଜିଅଁ, ଜୀବନକୁ
ଜୀବନ କରି।
ସଂଜତରେ ରଖି ନିଜକୁ
ଯାଅ ଭେଦି ରହସ୍ୟ।
This poem has not been translated into any other language yet.
I would like to translate this poem