ମୋବାଇଲରେ Poem by Gajanan Mishra

Gajanan Mishra

Gajanan Mishra

Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Gajanan Mishra
Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India

ମୋବାଇଲରେ

Rating: 5.0

ମୋବାଇଲରେ

କୌନ ହେ ବେ ତୁ
ବାତ୍ କ୍ୟୁଁ ନେଇଁ କରତେ।

କିଏ? କିଏ କହୁଛନ୍?

ତେରା ଗାଁଡମେ ଘୁସା ଦୁଁ!
ସାଲା ଲଣ୍ଡ୍ରା!
ଘୁସ୍ ଘୁସ୍ କର ସଭକୋ ମାର ଦୁଗାଁ।

କଣ କିଏ କହୁଛନ୍ତି? କୋଉଠୁ?

ଆଜାବେ ଦିଲ୍ଲୀକା ଗଲିକୋ,
ସାଲା ଦେଖ୍ ଲୁଙ୍ଗା।

କଣ ହେଇଛି?

ଓ ଜୋ କିୟା ବେ
ଆଚ୍ଛା ନେହିଁ କିଆ!
ଲଡକି କେ ସାଥ୍
କିଆ ହୁଆ ବେ!

କଣ ଲଡକି? କଣ ହେଇଛି?

ହ୍ୟାଲୋ, ହ୍ୟାଲୋ,
ହ୍ୟାଲୋ ।

ସାଲା ଭାଷା ବୋଲତେ ହେ,
କବି ବୋଲତେ ହେ,
କବିତା ଲିଖତା ହେ!

କାଣା ହେଇଛେ?

କବିତା ଲିଖନା ବନ୍ଦ କର୍
ଭାଷା ତାସା ବନ୍ଦକର୍,
ନେହିଁ ତୋ ଦେଖ୍
ଲଡକି ନାମଲେକର
ଆମ ତୁଛେ ଫସା ସକତେ ହେଁ।

ହମ ତୁଛେ ଏଇସା କରଦୁଗାଁ
ସାଲା ଦେଖ୍ ତେ ରହୋଗେ।

ସେମିତି କିଛି
ଲେଖି ନି କି ହୋଇ ନି।

ଓ କୋଇ ନେଇଁ ପୁଛତା,
ସଚ ଝୁଟ କେ ଲିଏ
କିସକେ ପାସ ଟାଇମ ନେଇଁ,
ସମଝା ତୁ।
ଦିଲ୍ଲୀ ମେ ସବକୁଛ
ହୋ ହୋ ମେ ଚଲତା ହେ,
ମାଲୁମ ନେଇଁ!

ସଚ କା କାମ୍ ନେଇଁ,
ଝୁଟକୋ ସଜାଓ
ମସ୍ତି କରେ
ସାଲା ଜାନ୍ତା ନେଇଁ!

(କେହି ନିଜଦେହକୁ ନ ନେବେ, ବର୍ତମାନ ସମୟକୁ ନେଇ ଲିଖିତ, ମିଛର ପ୍ରଚାର ପ୍ରସାର ଓ ସତ୍ଯର ନୀରବତା, ବହୁତ କଷ୍ଟ ଦାୟକ। ଖଳ, ଟାଉଟରଙ୍କ ରାଜୁତି, ସତ୍ ଲୋକଙ୍କୁ ମିଛ ଆରୋପ ଉପରେ ଦୋଷ ଲଦି ହଇରାଣ ହରକତ। କିଏ ଅଛ କୋଉଠି ସମୟକୁ ସୁଧାର, ପାରୁଛ ଯଦି।)

Friday, June 22, 2018
Topic(s) of this poem: words
COMMENTS OF THE POEM
READ THIS POEM IN OTHER LANGUAGES
Gajanan Mishra

Gajanan Mishra

Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Gajanan Mishra
Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Close
Error Success