ଯାଏ କେଉଁଆଡେ
ସେ ଲହଡା ଏଠାରେ,
ବାଲିମୟ ତଟରେ
ପଥର ଦେହରେ ନିଜକୁ ପିଟେ ଆଉ
ଥରେ ପିଟି ହେଲାପରେ
ଯାଏ କେଉଁଆଡେ! !
ସେ ଗୋଟେ ଲହଡାକୁ
ମୋର ଖୋଜା ଏଠାରେ।
।
This poem has not been translated into any other language yet.
I would like to translate this poem