କିଏ ଦିଶୁଛନ୍ତି?
ପାରୁ ନାହାନ୍ତି ଚିହ୍ନି?
ଘଡିଏ ରୁହନ୍ତୁ ସେଠି।
ସ୍ପଷ୍ଟ ଯେ ଆପଣ ଜାଣୁ ନାହାନ୍ତି।
ନ ଜାଣି
ଏତେ ସେତେ ହେଉଛି
ଏମିତି ନୁହଁ।
ଆଉ ବି ନୁହଁ
ଆପଣଙ୍କ ଥିବା ଟା।
ଥିବା ଆଉ ନ ଥିବାକୁ ନେଇ
ତର୍କ ବିତର୍କ ବଢୁଥିଲାବେଳେ
ତୁମେ ତୁମଠି ଆଉ
ମୁଁ ମୋ ଠି।
This poem has not been translated into any other language yet.
I would like to translate this poem