ଅନ୍ନ ନ ଥିଲେ
ପ୍ରାଣ କାହିଁ?
ପ୍ରଜା ନ ଥିଲେ
ରାଜା ନାହିଁ।
ଏମିତି କହି
ଗଲ କାହିଁ?
ହେ ଜଗନ୍ନ।ଥ
ମୁଁ ଅନାଥ।
ଦୁଷ୍ଟ ମାରଣ
ରାଜା ଧର୍ମ
ଶିଷ୍ଟ ରକ୍ଷଣ
ବଡ କର୍ମ।
This poem has not been translated into any other language yet.
I would like to translate this poem