ପହଞ୍ଚି ଯାଅ ଘରେ,
ମୁଁ ଅଛି ଏଠାରେ।
ଘର ମୋର ଝିକିମିକି
ନାନାଦି ଆଲୁଅରେ।
ଆଲୁଅ ସବୁ
ବାହାରୁଛି ମୋ ଭିତରୁ।
ମୋ ଭିତରେ ମୁଁ
ଧରି ତୁମକୁ।
ତୁମକୁ ଧରି
ମୋର ସବୁଠିକି ଯାତ୍ରା।
ଯାତ୍ରାରେ କିଏ କଣ
ଜଣି ନ ଜାଣି ସଭିଏଁ କାବ୍ବା।
This poem has not been translated into any other language yet.
I would like to translate this poem
Journey to the self, no chance to know the reasons. And all emptiness the life in the journey.