କେତେ ଅଛ କେତେ ନାଇଁ,
ହେଉ ନାଇଁ ଜାଣି!
ଆଉ ଯାହା ହେଉ ନାଇଁ ଜାଣି
ତା ଉପରେ ଯାଉଛି ବଖାଣି।
ଖାଲି ପାଣି ପାଣି ପାଣି
ବହୁଛି ଉଜାଣି।
କହିଲା କଣ ନା
ସତ କୋଉଠି ଦେ ଆଣି।
ଜୀବନ ଇ ସତ,
ସମୟ ସତ,
ଆଉ ସବୁ ସତ ଭିତରେ
ହଲିଝୁଲି ଚାଲିଛି ଜଗତ।
This poem has not been translated into any other language yet.
I would like to translate this poem