କାଁଜେ ଦେମି Poem by Gajanan Mishra

Gajanan Mishra

Gajanan Mishra

Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Gajanan Mishra
Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India

କାଁଜେ ଦେମି

କାଁଜେ ଦେମି,
କାଁଜେ ଦେମି ମୋର କବିତା,
ମୋର କବିତା କାଁଜେ ଦେମି ମୁଇଁ
ତମକେ, ଦେମି କେନ ଖୁସିରେ?

କାଣା ଭାବୁଛ
ମୋର ପଛଆଡେ
ନେଇଁ ପାରବାରତକ୍ ଜାନି,
କାଣା କରୁଛ କେନ
କେତେବେଲେ ବୁଝା ପଡୁଛେ ନେଇଁ।

ମାରୁଛେଁ ଲେଦା
ଆକାଶକେ ଛୁଉଁଛେ ନେଇଁ,
ବୁଡୁଛେଁ ସମୁଦର ଭିତରେ
ଦେହେ ଉଦା ହଉଛେ ନେଇଁ।

ଜଉଛନ୍ ହେତକି ଲୋକ
ପହଁଚୁଛନ କେନ
ଜନା ପଡୁଛେ ନେଇଁ,
ଅଉଛନ୍ ଭି ଉତାରକେ ଉତାର
କେନୁ ଅଉଛନ୍ କାଁକାଜେ ଅଉଛନ୍
କିହେ ଜାନୁଛନ୍ ନେଇଁ
କିହେ କିଛୁ ବୁଝୁଛନ୍ ନେଇଁ।

ମୋର କବିତାଥି
ଗୁଟେ ଭି ଶବଦ ନେଇଁ,
ମୋର କବିତା କାହାକେ ବି
ବଦଲାବାରକାଜେ ଚାହେଁବାର ନେଇଁ।

କବିତା ଭିତରେ
ପବନ ନେଇଁ ପାଏନ ନେଇଁ
ହେନ୍ତା ଭି
କବିତା ମୋରନେ ନେଇଁ
ମୋରଟା ନେଇଁ।

COMMENTS OF THE POEM
Gajanan Mishra 26 December 2018

Written in kosli language, kosli is an ancient language and is used in western odisha india. It is about poetry, poetry is everything so to say but it has a major role to play in life if in truth and love.

0 0 Reply
READ THIS POEM IN OTHER LANGUAGES
Gajanan Mishra

Gajanan Mishra

Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Gajanan Mishra
Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Close
Error Success