କିଏ କାହାର ଗୁରୁ, କିଏ କାହାର ଶିଷ୍ଯ
ଜାଣିବା ବଡ ମୁସ୍କିଲ ଏଇନେ।
ଧନୀ ଦରିଦ୍ରର ସେମିତି ବାଡ ଆଉ ନାଇଁ,
ଆପଣା ଆପଣା ଭିତରେ ବ୍ୟାପି ଯାଉଛି ଭ୍ରମ
ନାହିଁ କେହି କରିବାକୁ ଶୂନ୍ୟସ୍ଥାନ ପୂରଣ।
This poem has not been translated into any other language yet.
I would like to translate this poem
The tradition of pupil and master relationships is going on from time immemorial