ମା ଠି
ସବୁ ଶକ୍ତି।
ମା
ମାଟି।
ମାଟି
ମା,
ଭାଷାଠି
ଗାରିମା।
ମା ନ ଥିଲେ
କି ନାଁ!
ମା ମା
ପ୍ରାଣର ପ୍ରତିମା।
ମା,
ଦୁନିଆଁ।
ରଖେ ନା ଈର୍ଷା
ମା ଭାଷା,
ହେବ ନି ଭାଇ
ଲୋକ ହସା
ରଖି ଥ
ମା ଭାଷା।
This poem has not been translated into any other language yet.
I would like to translate this poem
Mother, mother language, mother land, more than heaven