ନମସ୍ତେ କହିଦେଇ
ରହିଗଲେ ଥ ହେବ ନି ଭାଇ,
ଆସି ଧରିବାକୁ ହେବ ସୂତ୍ର।
ସୂତ୍ର କୋଉଠି
ତଲାସିବାକୁ ହେବ ଏଇଠି।
ଏଇଠି ଇ
ସବୁ ରହିଛି ପୂରି,
ଆଉ ଆମେ ଭିକାରୀ ।
This poem has not been translated into any other language yet.
I would like to translate this poem