ସତ କୋଉଟା
ହେବ ଖୋଜିବାକୁ
ସୂତ୍ର ଧରି,
ଏଇଠି ଇ
ସବୁ ସୂତ୍ର
କେତେବେଳେ କାହାଠି
କେମିତି ଭାବ।
ସତ ସତ
ମିଛ ମିଛ ଭିତରେ
ଜୀବନ ଛଟପଟ।
ବୃକ୍ଷ ଓଲଟ,
ବାବନା ଭୂତ।
ଖୋଜ ଖୋଜ
ଜୀବନ ଜୀବନ
ଉଖାରି ଉଖାରି
ସବୁ ଛନ୍ଦ କପଟ।
ମଣିଷ ମଣିଷ
ନିଜକୁ ନିଜେ
କରୁଛ କିଆଁ ପଣସ।
ସବୁ ରହିଛି ପୂରି,
ଆଉ ଆମେ ଭିକାରୀ ।
This poem has not been translated into any other language yet.
I would like to translate this poem
Let us search the truth.in this life, and what is the truth we know not though