ଦାସଘର ବୋହୂ,
ଏଣିକି ଆସି
ତେଣିକି ଯାଇ
କଣ କଣ କହୁ!
ଦାସଘର ବୋହୂ,
ପାଣି ନ ଦେଲୁ ନାଇଁ,
ନିଆଁ ଜାଳି ଦେଇ
ତୁଚ୍ଛାରେ କାହିଁ ପୋଡୁ!
ଦାସଘର ବୋହୂ
କୋଉଠି କଣ କରୁ,
ତାଟି କବାଟ ପକାଇ ଦେଇ
ହିଂସା ଅହଙ୍କାରେ
କିଆଁ ଏଇଠି ମରୁ।
ଦାସଘର ବୋହୂ
ନିଜର କିଏ ଆଉ
କିଏ ପର ଜାଣି ନ ପାରି
ଅନ୍ଧାରଘରେ ଝୁଣ୍ଟେଇ ହାବୁଡି ପଡୁ!
ନିଆଁ ଜାଳୁଛୁ କଣ ପାଇଁ
This poem has not been translated into any other language yet.
I would like to translate this poem
Life is not to make quarrel with others but to live with love and cooperation