ବନେ ନେଇଁ କହେବାରଟା,
ଟା ଟା।
କହେଲ ବଏଲେ
ମଲ ନ ବୁଆ।
କେନ କାଣା ବୁଝବା
ଜାନଲେ ତ ସଲଖାବ।
ଭିତରେ ଭିତରେ ରଗରଗ ହେଇକରି
ବଦଲା ନେଲେ ମଲ କେନୁ!
ସତମିଛ ନେଇଁ ପରଖି କରି
ଦେଲେ କରି କେଁ କେଁଟା ମଲ କେନୁ।
କେଁଟା ଆରୁ କହେମି,
ଥଉ ନ ଜାଏସିଁ।
This poem has not been translated into any other language yet.
I would like to translate this poem
If not required we must not tell anything