ଆରେ ଦେଖ ମୋ ଭାଇ ଭଉଣୀଗଣ Poem by Gajanan Mishra

Gajanan Mishra

Gajanan Mishra

Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Gajanan Mishra
Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India

ଆରେ ଦେଖ ମୋ ଭାଇ ଭଉଣୀଗଣ

Rating: 5.0

ଆରେ ଦେଖ ମୋ ଭାଇ ଭଉଣୀଗଣ,
ଶାଗୁଣା ବିଲୁଆ ଚିକିତ୍ସକ ହେଲେ ବି,
ରହିଛି ଆଉ ରହିବ ବି ଆମର ପ୍ରାଣ।

ଆରେ ଦୂବ ଲଟା ଆମେ ଜାଣ,
ଏଇଠି ଶୁଖିଲା ଏଇଠି ଓଦା,
ମୁଣ୍ଡଟେକି ହେବୁ ଛିଡା - ଆମର ପଣ।

କରିବ କିଏ କଣ?
ଆଲୁଅ ଆକାଶ ମାଟିରେ ଜୀବନ୍ୟାସ
ଖେଳ କଲେଣି କମାଲ ପାଣି ଆଉ ପବନ।

ଆରେ ଚାଲିଛି ନିର୍ମାଣ
ଏଠି ଏ ଜୀବନ ସଦା ନୂତନ
ମଝିରେ କିଏ ବେ ତୁ
ପଶୁଛୁ ଧସେଇ କିଛି ନ ଜାଣି
ଆବାହନ ଜାଗାରେ କରୁଛୁ ବିସର୍ଜନ।

ଆରେ ରଖି ଥା ମନେ,
ଲେଖା ନାଇଁ ଭାଗ୍ୟରେ ଆମର ମରଣ
ତୁ ଯିଏ ବି ହ ପଶିବାକୁ ବାଧ୍ୟ ଶରଣ।

Sunday, November 11, 2018
Topic(s) of this poem: hero
COMMENTS OF THE POEM
READ THIS POEM IN OTHER LANGUAGES
Gajanan Mishra

Gajanan Mishra

Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Gajanan Mishra
Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Close
Error Success