ଅସତ୍ୟକୁ
ସତ୍ୟ ବୋଲି
କୁହ ନି।
କାନ୍ଦକୁ
ହସ ବୋଲି
ଭାବ ନି।
ସୂର୍ଯ୍ୟଙ୍କୁ ଦେଖ
ସୃଷ୍ଟିକର୍ତ୍ତା ଭାବେ।
ଆଉ ଏ ସୃଷ୍ଟିପ୍ରକ୍ରିୟାର
ତୁମେ ଅଂଶଟିଏ।
କହିବାର କି କରିବାର
ନାହିଁ କିଛି।
ଖାଲି
ଭାବ ଧି
This poem has not been translated into any other language yet.
I would like to translate this poem
ଖାଲି ଭାବ ସମାଧିରେ ବଂଚି ଯିବାର ଅଛି, ଖାଲି ଅନୁଭବ କରିବାର ଅଛି ଜୀବନକୁ ଜୀବନ ପରି।