ସତ୍ୟ ନାହିଁ
ତୁମ ବିନା।
ଧର୍ମ ଅଧର୍ମ
ସବୁ ତୁମଠି।
ପାଣି ପବନ
ସବୁ ତୁମେ।
ମାଟି ଆକାଶ
ତୁମ ପାଇଁ।
ତୁମେ ଅଗ୍ନି-ତାରା,
ତୁମେ କ୍ରିୟା
ପୁଣି ପ୍ରତିକ୍ରିୟା।
ସର୍ଜନା ସବୁ ତୁମର,
ଆନନ୍ଦରେ ଖାଲି
ରହିବା କାମ ଆମର।
This poem has not been translated into any other language yet.
I would like to translate this poem
No truth without you, just unjust all in you. Water air in you all there, earth sky all for you. You are the fire-star, you are action, you are also reaction.all creations yours, we are to live happily here.