ମାନ ନାଇଁ କି ଅଭିମାନ ନାଇଁ,
କ୍ଷୁଧା ପିପାସା ଭୟ ନାଇଁ,
ମଦ ଅହଙ୍କାର ନିଦ୍ରା ଅହଙ୍କାର
କିଛି ନାଇଁ।
ଜୀବନମୃତ ମୁଁ
ଏଇଟା ଇ ସତ।
ମୁଁ ଜଗତର
ମୋର ନୁହଁ ଜଗତ।
This poem has not been translated into any other language yet.
I would like to translate this poem