କେତେ ଲମ୍ବା
ପ୍ରେମ?
କେତେ ଗଭୀର
ଜୀବନ?
ବନ୍ଦ ହେଲାବେଳକୁ
ଆକାଶ
ଶୁଭୁଛି ଗୀତ।
ମାରାତ୍ମକ
ବନ୍ଧୁଙ୍କ ଆଦର।
ଯାହା ଅଛି ଆନନ୍ଦ
ନେଇ ଥୋଉଛି
ପବନ ଆଉ କୋଉଠି।
ସଂକୀର୍ଣ୍ଣ ପଥରେ
ଚାଲିଛି
ରଙ୍ଗର ମାପଚୁପ।
ଶକ୍ତି ଆଉ
ସାମର୍ଥ୍ଯ କୁ ଚାହିଁ
ପରଷା ଚାଲିଛି
ମାଟିର ମୋହ।
This poem has not been translated into any other language yet.
I would like to translate this poem