ମାଛି କାହୁଁ ଜାଣିବ ମୃଗନାଭି ବାସ,
କାଷ୍ଠପିତୁଳୀ ଜାଣିବ କି ଚନ୍ଦନର ବାସ।
କହି ଏମିତି ହେ ଅଚ୍ୟୁତାନନ୍ଦ ଦାସ
ଆମ ଭିତରେ ଭରିଛ ବିଶ୍ବାସ ।
ମଣିଷ, ଜାଣେ ମା ମାଟି ଭାଷାରସ।
ନୁହେଁ ମାଛି, ନୁହେଁ କାଷ୍ଠପିତୁଳୀ,
ମଣିଷ, ମା ମାଟି, ମାତୃଭାଷା ବିରୋଧୀଙ୍କ
ଆଜି ନ ହେଲେ କାଲି କରିବ ତେଣୁ ସର୍ବନାଶ।
(ତରଭାରୁ ପ୍ରକାଶିତ ବର୍ଷ 9, ସଂଖ୍ୟା 1 ମାସିକ ପତ୍ରିକା ପ୍ରଣବରୁ)
This poem has not been translated into any other language yet.
I would like to translate this poem