ପୁରୁଣା ଗଲା,
ସବୁ ମଇଳା ସବୁ ଝାମେଲା ଗଲା
ଈର୍ଷା ଦ୍ୱେଷ ଅହଙ୍କାର ସରିଲା।
ନୂଆ ଆସିଲା,
ସ୍ନେହ ପ୍ରେମ ଶ୍ରଦ୍ଧା
ଅମୃତମୟ ଜୀବନ ହେଲା।
ଆଉ ଆଉ ସୁଖ ସମୃଦ୍ଧି
ବଢଲା।
This poem has not been translated into any other language yet.
I would like to translate this poem
New new always new. Old left us with all dirt, all evils. New arrived with all good, all love, all nectar.