କହିବ
କଣ କାହାକୁ କେତେବେଳେ
କଣ ପାଇଁ!
କିଏ ଅଛି
କିଏ ନ ଅଛି
କରୁଛି କଣ
କି ନ କରୁଛି
ଦେଖୁଛି କିଏ
ରଖୁଛି କିଏ
କେମିତି ହିସାବ!
ବୁଝିବାକୁ
ସେଇ ଭାଷା ବିଚାର।
This poem has not been translated into any other language yet.
I would like to translate this poem