ଭାବର ଅଭାବରେ
ନଷ୍ଟ ସ୍ୱଭାବ ।
ସ୍ୱଭାବ ନଷ୍ଟରେ
ରହେ ନା ପ୍ରଭାବ।
ନ ଥିଲେ ପ୍ରଭାବ
ମାଗି ହୁଏ ନା ହିସାବ।
ଆଉ ବେହିସାବି ପାଖରେ
ମୂଲ୍ଯହୀନ କିତାବ।
This poem has not been translated into any other language yet.
I would like to translate this poem