କେତେ ଗଲା କେତେ ଆସିଲା
ଦେବାନେବାକୁ କିଏ ରହିଲା
କିଏ ଥିଲା କିଏ ଜାଣିଲା!
ସବୁ ସ୍ମୃତି ହୋଇ ରହିଗଲା।
ଟଙ୍କାପଇସା ଜମିବାଡିରେ
ନୁହଁରେ ଭାଇ, ସ୍ନେହ ଶ୍ରଦ୍ଧାରେ
ଭକ୍ତିରେ ନିର୍ମଳ ହୃଦୟରେ
ନିଜକୁ ସୁଧାରି ସମୟକୁ ଦେଖିଚାହିଁ
ଜୀବନକୁ ଉତ୍ସର୍ଗ କରି କରି ଯା।
This poem has not been translated into any other language yet.
I would like to translate this poem
Not wealth, but love the only essence here