ସତ କେତେ ମିଛ କେତେ
ଜାଣିଛି କିଏ!
କହିଛି କଣ କିଏ
ବୁଝିଛି କେତେ କିଏ।
ଯାହାର ଯାହା ଯୋଉଠି
ଭାଗ ବସଉଛି କିଏ!
ହେଉଛି କି ନ ହେଉଛି
ଭାବୁଛି ଲୋକ ଭଗବାନ ସିଏ।
This poem has not been translated into any other language yet.
I would like to translate this poem