କଳାକାଠ ଧଳାକାଠ
ମାଟି ପାତ୍ର ପଥର ଘର
ବର୍ଷା ଶୀତ ବସନ୍ତ
ଖରା ଧୂଳି ଝଡ
ଆଉ ସବୁ ଜୁଳୁଜୁଳିଆ ପୋକ
ସବୁ ସୁନ୍ଦର
ସବୁ ପବନ ପଡିଆ
ସବୁ ଗୋଳମାଳିଆ
ତଥାପି ଜୀବନଟା
ଆକାଶ ପରି
ଖୋଲାମେଲା
ହେଲା ନ ହେଲା
ସୂର୍ଯ୍ୟ ତାରା
କିଛି କୋଉଠି ନ ଥିଲା।
This poem has not been translated into any other language yet.
I would like to translate this poem