ଅଛେ କାଣା?
କାଣା ଅଛେ ତମର ହେଇକରି?
ତମର ଆରୁ ଅଛେ କାଣା?
ଥିଲା କେଁ କେଭେ?
ରହେବା ଭାଏଲ ଆଗକେ?
ବୁଝ କି ନେଇଁ ବୁଝ
ହେଟାସବୁ ହେନ୍ତା।
ତମର ଯେତକି ଅଛେ
ହେତାରନୁ ଅଏଧକା ନେଇଁ ନ।
ଫେର ଭି କେନ୍ତା କାଣା
କେନ ହଉଛେ
ରଖି ଥ ନିଘା।
ଫଶଲେ ନେଇଁ କହେବ
ହେଟା ସବୁ ହେନ୍ତା ନ।
This poem has not been translated into any other language yet.
I would like to translate this poem
What is with you, what is yours, what is left with you? ? ?