ମୁଇଁ ଶିକାରୀ ନେଇଁ ସେ Poem by Gajanan Mishra

Gajanan Mishra

Gajanan Mishra

Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Gajanan Mishra
Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India

ମୁଇଁ ଶିକାରୀ ନେଇଁ ସେ

ତୁମେ ଶିକାର ନେଇଁ ସେ
କି ମୁଇଁ ନେଇଁ ସେ ଶିକାରୀ।

ମୋରଠାନେ ନେଇଁ ନ
ବନ୍ଧୁକ କି ବୋମା
ଛୁରୀ କି ଚକୁ।
ମୋର ନଖ ଭି ନେଇଁ ନ
କି ଦାଁତ ଭି ନେଇଁ
ଖୁବାବାରକାଜେ ତୁମକେ।

ମିଠା କଥା କହିକରି
ତୁମର ମନକେ ବହଲାବାର ଭି
ନେଇଁ ନ ମୋର ମତଲବ।
ଜେନଟା ଚଲି ଅଉଛେ
ହେଟା ଭି ଚଲାମି ମୁଇଁ
ହେନ୍ତା ନେଇଁ ଭାବ।

ସତ ଆଏ,
ମୁଇଁ ମୋର ଉଡାନରେ
ମାହିର।
ସତ ଆଏ,
ଉଡାନ ମାରଲାବେଲକେ
କରେଁ ନେଇଁ ଖାତିର କାହାକେ।

ଭୁଲ ବୁଝବାର କାରନ ନେଇଁ ମକେ।

ହେଇ ଜୁନହା ପୁଲିଆବାଟୁ
ଏକା ମୋର
ଜିବା ଆଏବାର ହଉଛେ।

ଜାନି ନେଇଁ ପାରି କରି
ଦୋଷ ମକେ କାଁଜେ
କେନ ଦଉଛେ!

ସବୁ ସମିଆର ଖେଲ,
ଇ ଜିବନର ଡୁଲି ଥି।

POET'S NOTES ABOUT THE POEM
Written in kosli language, kosli is an ancient language and is used in western parts of odisha india. It is about life and time.
COMMENTS OF THE POEM
READ THIS POEM IN OTHER LANGUAGES
Gajanan Mishra

Gajanan Mishra

Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Gajanan Mishra
Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Close
Error Success