ସଭେ, ମନ ହେବା ବଏଲେ,
ବଲଜୁବରି ନେଇଁ, ଆଏବେ।
ମଲା କୁଲିହା କୁକୁର ହୁଁଡାର,
ସଭକୁ, ଆଏଲେ ବଁଟାଯିବା
ଫୁଲମାଲ, ପାଟ ଆରୁ ପରମାନ।
କୁହାଜିବା-ସଭେ ଲଢିଛନ
ମାଟିରକାଜେ, ଭାଷାରକାଜେ,
ଧୁକାଗରେଲ ଝଡିବରଷା
ଖରାକାକରେ ଆଉ ଉଚ୍ଚା
ଦରଜାର ଧଏନବାଦ ଭି ମିଲବା।
ଆଏବେ, ସମିଆ ଅଛେ ବଏଲେ।
ଆସୁନ କି ନେଇଁ ଆସୁନ
ପସ୍ତାବେ ଜରୁର। ନିଶ୍ଚେ କହେବେ
କିଛୁ ନେଇଁ ହେଲେ ଭି ମନକେ ମନ,
କାଁଣା ଆରୁ କରିପାରିଥିତୁଁ!
This poem has not been translated into any other language yet.
I would like to translate this poem
The corrupt king and his supporters. Written in kosli language. Kosli is an ancient language and is used in western parts of odisha india