କୋଉଠି କିଏ ପଡୁ ନି ଜଣା,
ଜାଣିବ କିଏ କେମିତି ନାଇଁ ଉପାୟ।
ଗଣ୍ଠି ଉପରେ ଗଣ୍ଠି ପଡୁଛି ଆହୁରି,
ଆହୁରି ଆହୁରି ଚାଲିଛି ଯିବା ଆସିବା ।
ପୁଣି କିଏ ସବୁ ହେଉଛନ୍ତି ଏକତ୍ର,
ଆଉ ହେଉଛନ୍ତି କଣପାଇଁ ପଡୁ ନି ବୁଝା।
ବୁଝା ନ ପଡିଲାବେଳକୁ ଯେ ଯାହାର ଅଛନ୍ତି
ନିଜ ନିଜ ଗୁଂଫା ଭିତରେ ସନ୍ତ୍ରସ୍ତ ଅନୁତପ୍ତ।
This poem has not been translated into any other language yet.
I would like to translate this poem
From where to where we are going and coming that no one knows.but all in mystery.