ଖା ଖା
ଆରୁ ଜା ମର୍ ଜା।
କେନ ହେଲେ
ବଁଚିଛୁ ଜେ
କାଣା କହେମି!
ସୁନି କରି
କେଁ ଉଠବୁ ତୁଇ?
ଜା ସୁଇ ଥା,
ଉଠିକରି ହେଲେ
କାଣା କରବାରକେ
ମନ କରବୁ!
ମନ କରତୁ ବଏଲେ
ଜଗତକେ ଜିତିଜାଏତୁ।
ମନ କରତ ବଏଲେ
ତୁଇ ଇନୁ କାହିଁରଟା କାହିଁ
ପହଁଚି ଜାଏତୁ।
ମନକେ ନେଇଁପାରେ
ଇ ପୁରଥିରେ କିଛୁ,
ତୁଇ ଜାନିଛୁ।
ଆରୁ କାଣା କହେମି?
କହେଲେ କେଁ ମାନବୁ!
This poem has not been translated into any other language yet.
I would like to translate this poem