ଠିକ୍ କହିଥିଲ ଜେଜେ
ବସିବା ଅପେକ୍ଷା କାଶିବା ଭଲ,
ବୁଝୁଛି ଏବେ
ସେଥିପାଇଁ ତୁମେ ଗଲାଯାଏ
ଏତେ ସକ୍ରିୟ ଥିଲ।
ଏଇଟା ଆମ ବେଳ,
ତୁମ କଥାକୁ ପୁଂଜି କରି
ଆମେ ଜିତୁଛୁଁ କାଳ।
ଙ
This poem has not been translated into any other language yet.
I would like to translate this poem