ଜାଣିଛି କି ସତରେ
ତପ କଣ?
ଜାଣିଛି କି
ଠିକଣା କିଛି?
ହଁ ଦେଖିଛି,
ଆଜି ସକାଳୁ
କେତେ ଝଡାପତ୍ର
ଏଇ ଅଗଣାରେ ।
କହିଛି ପବନକୁ
ରହିବାକୁ ଘଡିଏ।
ଆକାଶକୁ କହିଛି
ବସିବାକୁ ପାଖରେ।
ହୋଇ ନି ଏ ଯାଏ
କହିବା ହିସାବରେ।
ତପୋବନ, ଟିଟିଲାଗଡ, ବଲାଙ୍ଗିର
10/3/2019
This poem has not been translated into any other language yet.
I would like to translate this poem
Life is not certain, it changes as per the seasons. Written in odia language, odia is the official language of odisha india