ପରିସ୍ଥିତିର ଦାସ Poem by Gajanan Mishra

Gajanan Mishra

Gajanan Mishra

Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Gajanan Mishra
Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India

ପରିସ୍ଥିତିର ଦାସ

ସଭିଏଁ ଆମେ
ଗଜାନନ ମିଶ୍ର

ଖଚୁଆ ମିଛୁଆ ଲାଂଚୁଆ ଗୋଡ ଚାଟିବାକୁ ହମ ହମ,
ଜାଣିବେ କେମିତି ତପସ୍ୟା କଣ? ବୁଝିବେ କେମିତି ମା
ମାଟି ମାତୃଭାଷା ପ୍ରେମ! ଆସୁନି ଯାହା ମରଣ, କଟୁଛି
ୟାଙ୍କ ଭେଲିରେ ଏବେ ଦିନ, କୋଉ ପାପର ଫଳ ଏ ଜୀବନ!

କୋଉ ପାପର ଫଳ ଏ ଜୀବନ! ଜାଣିଛ ଯଦି କହି ଦେଉ ନ!
ନା ତମର ବି ପଛରୁ ସଜ ଦେଖି ଚଲେଇବାକୁ ଛୁରୀ ମନ।
କିଏ ଜାଣେ କାହା ପକ୍ଷରେ ତୁମେ, ଅବଶ୍ୟ ନର୍କର ହାୱା
ତୁମକୁ ବି ଟାଣେ, ପରିସ୍ଥିତିର ଦାସ ସଭିଏଁ ଆମେ।

ତପୋବନ, ଟିଟିଲାଗଡ, ବଲାଙ୍ଗିର
23/3/2019

POET'S NOTES ABOUT THE POEM
Man is born free,but not free in real sense, man is the slave of time and situation.
COMMENTS OF THE POEM
READ THIS POEM IN OTHER LANGUAGES
Gajanan Mishra

Gajanan Mishra

Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Gajanan Mishra
Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Close
Error Success