ଏତକିବେଲକେ
ଆଏବାରଥିଲା ଇ ଟୁରା।
ଆଏଲା ଆରୁ
କହେତେଲଗଲା।
କାଣା ଥିଲା କି
ନେଇଁ ଥିଲା କିହେ
ନେଇଁ ବୁଝଲା।
ଜେତକି ହିସାବ
ସବୁ ଫେଲ ମାରଲା।
ଭଟାକେ ବାହାରିପଡି
କହେଲା କେନ
ଭଲ ପଉଥିଲା।
ମାତରକ ଦିଶୁଥିଲା
ଅବଗା କଲା।
This poem has not been translated into any other language yet.
I would like to translate this poem