କୁହୁଡି ନ ଥିଲା ମୋ ମା,
ମୋ ମା ଥିଲା ଏକ ନିଆଁ ଝୁଲ
ଯାହାର ତାତିରେ ଝଲସୁଥିଲି ମୁଁ ସଦାବେଳ।
ମୋ ମା ଫିଟାଉଥିଲା ରାସ୍ତା
ମୋଠୁ ହଜୁଥିଲା ଯୋଉଟା।
ମୋ ମା କହୁଥିଲା ଆନମନା ହ ନା,
ଚିହ୍ଶି ଥା ସଭିଙ୍କି ଏଠି
ଆଉ କହୁଥିଲା ବଜାୟ ରଖିବାକୁ ଗାରିମା।
This poem has not been translated into any other language yet.
I would like to translate this poem
brilliant and it highlights cryption and richness of our language oriya.